ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।୮ ବର୍ଷ ହେଲା ଟିମ୍ ଇଣ୍ଡିଆ କୁ ଫେରିବାକୁ ଚାହୁଁଛନ୍ତି ଟେଷ୍ଟ କ୍ରିକେଟର କିଙ୍ଗ।କିନ୍ତୁ ବିସିସିଆଇ ଇଗ୍ନୋର କରିବାରେ ଲାଗିଛି।ନଚେତ୍ ବର୍ତମାନ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ହିଟ ମ୍ୟାନ ରୋହିତ ଶର୍ମା ଙ୍କ ସହିତ କରୁଥାନ୍ତେ ଟକ୍କର।ତେବେ କିଏ ସେହି ଖେଳାଳି ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଭାରତୀୟ ଟିମ୍ ରେ ଏପରି କିଛି ଖେଳାଳି ଅଛନ୍ତି ଯେଉଁ ମାନେ କି ବର୍ତମାନ ଟିମ୍ ଇଣ୍ଡିଆ ରୁ ସମ୍ପୂର୍ଣ୍ଣ ବାହାର ହୋଇ ସାରିଛନ୍ତି।
ସେଥି ମଧ୍ୟରୁ କିଛି ଖେଳାଳି ଙ୍କ ଖରାପ ପ୍ରଦର୍ଶନ ଯୋଗୁ ଟିମ୍ ରୁ ବାହାର ହୋଇ ଥିବା ବେଳେ ଆଉ କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ତମାନ ଟିମ୍ ରୁ ବାହାର ହୋଇଛନ୍ତି। ଟିମ୍ ଇଣ୍ଡିଆ ର ସ୍କ୍ୱାର୍ଡ ରେ କେ ଏଲ ରାହୁଲ ଙ୍କ ଭଳି ଖେଳାଳି ଙ୍କୁ ବିସିସିଆଇ ବାରମ୍ବାର ବ୍ରେକ କରୁଛି।କିନ୍ତୁ କେ ଏଲ ରାହୁଲ ଙ୍କ ଠାରୁ ଅଧିକ ଟ୍ୟାଲେଣ୍ଟ ଥିବା ଖେଳାଳି ଙ୍କୁ ଇଗ୍ନୋର କରିଛି।ସେହି ଖେଳାଳି ଜଣଙ୍କ ହେଉଛନ୍ତି ଭାରତୀୟ ଟିମ୍ ର ଖେଳାଳି Karun Nair।Karun Nair ଙ୍କୁ ବର୍ତମାନ ୩୨ ବର୍ଷ।
ଏବଂ ସେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୭ ରେ ଖେଳିଥିଲେ।ସେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।Karun Nair ଭାରତ ପାଇଁ ୬ ଟି ଟେଷ୍ଟ ମ୍ୟାଚ୍ ଖେଳି ୩୭୪ ରନ ହାସଲ କରିଥିଲେ।ଯେଉଁଥିରେ ତାଙ୍କର ଆଭ୍ରେଜ୍ ରହିଛି ୬୨।
କିନ୍ତୁ ୬୨ ଆଭ୍ରେଜ୍ ଥାଇ ମଧ୍ୟ ବିସିସିଆଇ ବର୍ତମାନ ତାଙ୍କୁ ଇଗ୍ନୋର କରିଛି।Karun Nair ଙ୍କୁ ବିସିସିଆଇ ଇଗ୍ନୋର କରିବାର ସବୁଠାରୁ ବଡ କାରଣ ହେଉଛି ସେ କେବେବି ଆଇପିଏଲ ରେ ଭଲ ପ୍ରଦର୍ଶନ କରି ନାହାନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।