ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆଦିବାସୀ କ୍ରିକେଟର ଙ୍କ ଉପରେ ହେଲା ଟଙ୍କା ବର୍ଷା।ମହେନ୍ଦ୍ର ସିଂହ ଧୋନି ଙ୍କ ମାଟିରୁ ଆସିଛନ୍ତି ଜଣେ ଖେଳାଳି। ନିଲାମ ପୂର୍ବରୁ ଆଶା କରାଯାଉଥିଲା ଏଥର ଆଇପିଏଲ ଇତିହାସ ର ଅନେକ ବଡ଼ ରେକର୍ଡ ଭାଙ୍ଗି ଯିବ, ତାହାହିଁ ଘଟିଲା।ନିଲାମ ସମୟରେ ଯୁବ ଖେଳାଳି ଙ୍କ ଠାରୁ ଆରମ୍ଭ କରି ଅଭିଜ୍ଞ ଖେଳାଳି ଙ୍କ ପର୍ଯ୍ୟନ୍ତ ଅନେକ ଟଙ୍କା ବର୍ଷା ହୋଇଥିଲା।
ଅବଶ୍ୟ ନିଲାମ ରେ ଜଣେ ଖେଳାଳି ଙ୍କ ନାମ ଥିଲା ଯେଉଁଥି ରେ ଲୋକ ମାନେ ଟଙ୍କା ବର୍ଷା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏବଂ ଜାଣିବାକୁ ଚାହୁଁଛନ୍ତି ଯେ ଯୁବ ଖେଳାଳି ଜଣଙ୍କ କିଏ?ଝାଡ଼ଖଣ୍ଡ ର ୨୧ ବର୍ଷୀୟ ବୟସ୍କ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ Robin Minz ଙ୍କ ବିଷୟରେ କୁହାଯାଇଛି।ଗୁଜୁରାଟ ଟାଇଟନ୍ସ ଦଳ ବିପୁଳ ପରିମାଣରେ ତିନି କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରି Robin Minz ଙ୍କୁ ସେମାନଙ୍କ ସହିତ ଅନ୍ତର୍ଭୁକ୍ତ କରିଛି।
ନିଲାମ ସମୟରେ ଅନେକ ବଡ଼ ନାମ କୌଣସି ପାଇଲେ ନାହିଁ।୨୧ ବର୍ଷୀୟ ବୟସ୍କ ଯୁବ ଖେଳାଳି ଙ୍କ ଉପରେ କୋଟି କୋଟି ଟଙ୍କା ବର୍ଶୁ ଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।Robin Minz ଝାଡ଼ଖଣ୍ଡ ର ଏକ ଆଦିବାସୀ ପରିବାରର ଅଟନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ ସମ୍ପ୍ରଦାୟ ର ପ୍ରଥମ କ୍ରିକେଟର ଯିଏ କି ଆଇପିଏଲ ରେ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି।
Robin Minz ରାଜସ୍ଥାନ ର ରାଞ୍ଚି ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ନାମକୁଣ୍ଡ ର ବାସିନ୍ଦା।ଯୁବ ଖେଳାଳି Robin Minz ଙ୍କ ଆଦର୍ଶ ହେଉଛନ୍ତି ପୂର୍ବତନ କିମ୍ବଦନ୍ତୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।ଯିଏ କି ଝାଡ଼ଖଣ୍ଡ ର ଅଟନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।