Cricket Test News

ବିଶ୍ୱକପ ଖେଳି ପାରିବେନି ବୁମରା,ପୁଣି ଆହତ ହୋଇ ବାଦ୍ ପଡିଲେ ଷ୍ଟାର ବୋଲର

Picsart 23 08 12 09 35 34 290

ଭାରତ ଆଗାମୀ ଦିନିକିଆ ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଭାରତୀୟ ଟିମ୍ ଲାଇନ୍ ଅପ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହିଁ । ଦଳରେ ବ୍ୟାଟିଂ କ୍ରମକୁ ନେଇ ଲାଗି ରହିଥିବା ଅସ୍ଥିରତା ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ଯୁବରାଜ ସିଂହଙ୍କ ପରେ ଭାରତୀୟ ଦଳ ୪ନଂ ସ୍ଥାନରେ ଜଣେ ଭରଷାଯୋଗ୍ୟ ବ୍ୟାଟର୍ …

Read More »

ଯୁବ ଓପନର ଶୁଭମାନ୍ ଗିଲଙ୍କ ଉପରେ ସଙ୍କଟର ବାଦଲ ।

Picsart 23 08 11 21 03 47 174

ଭାରତୀୟ ଯୁବ ଓପନରଙ୍କ ଆରମ୍ଭ ହୋଇଛି ଖରାପ୍ ସମୟ । ଲଗାତାର କରୁଛନ୍ତି ଖରାପ୍ ପ୍ରଦର୍ଶନ । ତାଙ୍କର ଖରାପ୍ ପ୍ରଦର୍ଶନ ହିଁ ତାଙ୍କ ପାଇଁ ସାଜିଛି ବିପଦ । ଭାରତୀୟ ଦଳର ଯୁବ ଓପନର ଶୁଭମାନ୍ ଗିଲ କ୍ରମାଗତ ଭାବରେ ପଡ଼ିଆରେ ଫ୍ଲପ୍ ହେଉଛନ୍ତି । ଚୟନକର୍ତା ମାନେ ମଧ୍ୟ ତାଙ୍କର ପ୍ରଦର୍ଶନ ଦିନକୁ ଦିନ ହ୍ରାସ ହେଉ ଥିବାରୁ ନିରାଶ ହେଉଛନ୍ତି । ବାସ୍ତବରେ ୨୩ ବର୍ଷ …

Read More »

ଚହଲ କରିଦେଲେ ବଡ଼ ଖୁଲାସା,କହିଲେ ରୋହିତଙ୍କ ଠାରୁ ଏହି ଖେଳାଳି ଭଲ ଅଧିନାୟକ

Picsart 23 08 11 20 29 07 970

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମହେନ୍ଦ୍ର ସିଂହ ଧୋନି,ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି,ହିଟ ମ୍ୟାନ ରୋହିତ ଶର୍ମା ଏବଂ ହାର୍ଦ୍ଧିକ ପାଣ୍ଡିଆ ମଧ୍ୟରେ କିଏ ସବୁଠାରୁ ଭଲ ଭାରତୀୟ ଅଧିନାୟକ ତାହା ସବୁବେଳେ ଆଲୋଚନା କରାଯାଇଥାଏ।ବର୍ତମାନ ୟୁଜବେନ୍ଦ୍ର ଚହଲ ଙ୍କ ଉତ୍ତର ଜିତିଲା ସଭିଙ୍କ ହୃଦୟ। ଭାରତର ବରିଷ୍ଠ ଖେଳାଳି ଙ୍କ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଙ୍କୁ ଗଣନା କରାଯାଏ।୨୦୧୬ ରେ ଏମ ଏସ୍ ଧୋନି …

Read More »

ଟିମ ଇଣ୍ଡିଆରୁ ବିଦା ହେଲେ ଦୁଇ ଓପନିଂ ଯୋଡି,ଭାରତୀୟ ଦଳକୁ ଆସିଲେ ଦୁଇ ଘାଇଲା ଖେଳାଳି

Picsart 23 08 11 14 25 41 582

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବର୍ତମାନ ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ ୱେଷ୍ଟ ଇଣ୍ଡିଜ ମାଟିରେ ଖେଳା ଯାଉଥିବା ବେଳେ ଏହି ସିରିଜ ର ଚତୁର୍ଥ ଟି-୨୦ ମ୍ୟାଚ୍ ଅଗଷ୍ଟ ୧୨ ତାରିଖ ରେ ଖେଳାଯିବ।ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ରେ ୱେଷ୍ଟ ଇଣ୍ଡିଜ ଦଳ ଦୁଇଟି ମ୍ୟାଚ ରେ ବିଜୟ ହାସଲ କରିଥିବା …

Read More »

ଏସିଆ କପ୍ ୨୦୨୩ ପାଇଁ ଖୁବ୍ ଶୀଘ୍ର ଟିମ୍ ଘୋଷଣା କରିବା ଭାରତୀୟ ଦଳ । ଜାଣନ୍ତୁ କେଉଁ ମାନଙ୍କୁ ମିଳିବ ସୁଯୋଗ ।

Picsart 23 08 11 09 21 03 119

ସରିଆସୁଛି ସମୟ । ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ । ପାକିସ୍ତାନ ଓ ଶ୍ରୀଲାଙ୍କାରେ ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜନ ହେବ । ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଏବଂ ନେପାଲ ମଧ୍ୟରେ ଖେଳାଯିବ । ଏହିକ୍ରମରେ ଖୁବଶୀଘ୍ର ଦଳ ଘୋଷଣା କରିପାରନ୍ତି ଭାରତୀୟ ଟିମ୍‌ । ଆସନ୍ତା ୧୭ ତାରିଖ ସୁଦ୍ଧା ଟିମ୍‌ ଘୋଷଣା ହେବା ନେଇ ସୂଚନା ମିଳୁଛି । ସେହିପରି ବିଶ୍ଵକପ୍‌କୁ …

Read More »

କୋହଲିଙ୍କୁ ନେଇ ଜୋରରେ ରାଗିଲେ କପିଲ,କହିଲେ କୋହଲି ତା ଜୀବନରେ କେବେ ଉନ୍ନତି କରି ପାରିବନି

Picsart 23 08 10 17 55 10 602

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।କପିଲ୍ ଦେବ୍ ଙ୍କ ଟାର୍ଗେଟ ରେ ଟିମ୍ ଇଣ୍ଡିଆର ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି।ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କୁ ନେଇ ବିସିସିଆଇ ସିଲେକ୍ଟର ଙ୍କ ଉପରେ ବର୍ଷିଲେ କପିଲ୍ ଦେବ୍। କପିଲ୍ ଦେବ୍ କହିଲେ ସାଢେ଼ ୫ ମାସ ଧରି ବିରାଟ କୋହଲି କାହିଁକି ଦଳ ବାହାରେ ଅଛନ୍ତି। ଆଇପିଏଲ ରେ ପ୍ରଚୁର ଅର୍ଥ ରୋଜଗାର ପରେ ଭାରତର ଅନ୍ତର୍ଜାତୀୟ …

Read More »

ସ୍ୱାର୍ଥପର ପାଲଟି ଗଲେ ହାର୍ଦ୍ଦିକ ପାଣ୍ଡ୍ୟା । ଫ୍ୟାନ୍ସ କହିଲେ ଅଧିନାୟକ, ଧୋନୀଙ୍କ ଠାରୁ କିଛିତ ଶିଖ ।

Picsart 23 08 10 09 36 40 518

ସେଲଫିସ୍ ହୋଇଗଲେଣି ହାର୍ଦ୍ଦିକ ପାଣ୍ଡ୍ୟା । ଟି-୨୦ ଦଳରେ ନିୟମିତ ଅଧିନାୟକ ପଦ ପାଇବା ପରେ ତାଙ୍କ ଆଚରଣ ବଦଳି ଯାଇଥିବା ଦେଖାଯାଉଛି । ଦଳର ସବୁ କ୍ରେଡିଟ ନିଜେ ନେଇ ଯାଉଥିବା କହୁଛନ୍ତି ଦର୍ଶକ । ଅକ୍ଟୋବର ମାସରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ୱକପ୍ । ସେପଟେ ଏବେ ଟି-୨୦ ଦଳର ଅଧିନାୟକ ତଥା ଦିନିକିଆ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ସୋସିଆଲ ମିଡିଆରେ ବେସ …

Read More »

ପୂର୍ବତନ ଭାରତୀୟ ଖେଳାଳି ପାର୍ଥିବ ପଟେଲ୍ କଲେ ବଡ଼ ଖୁଲାସା । କୋଚ୍ ରାହୁଲ୍ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଅହି-ନକୁଳ ସମ୍ପର୍କ ।

Picsart 23 08 09 21 11 10 420

ଲଗାତାର ୨ଟି ଟି-୨୦ ମ୍ୟାଚ୍ ହାରିଛି ଭାରତ । କୋଚ ରାହୁଲ୍ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ରହିଛି କି ମତାନ୍ତର ? ହାର୍ଦିକ ପାଣ୍ଡ୍ୟାଙ୍କୁ ସପୋର୍ଟ କରୁ ନାହାଁନ୍ତି କୋଚ୍ ରାହୁଲ । ଏହାକୁ ନେଇ ପୂର୍ବତନ ଭାରତୀୟ ଖେଳାଳି କଲେ ବଡ଼ ଦାବି । ଭାରତୀୟ ଦଳ ବର୍ତ୍ତମାନ୍ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି । ପ୍ରଥମ ୨ଟି …

Read More »

ବଦଳିବ ଦିନିକିଆ ବିଶ୍ୱକପର ସେଡ୍ୟୁଲ । ଘୁଞ୍ଚିବ ଭାରତ ଏବଂ ପାକିସ୍ଥାନ ମ୍ୟାଚ୍ ତାରିଖ ।

Picsart 23 08 09 20 21 12 654

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି।ପାକିସ୍ତାନ ଟିମ୍ ର ଭାରତ ଗ୍ରସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ। ପାକ୍ ସରକାରଙ୍କ ସବୁଜ ସଙ୍କେତ। ବିଶ୍ଵ କପ୍ ଖେଳିବାକୁ ଇଣ୍ଡିଆ ଆସିବ ପାକିସ୍ତାନ ଟିମ୍। ବିଶ୍ଵ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ। ମିଳିଲା ପାକ ସରକାରଙ୍କ ସବୁଜ ସଙ୍କେତ। ଆସନ୍ତା ୨୦୨୩ ବିଶ୍ଵ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଦଳ। …

Read More »

ବିଶ୍ୱକପ ପାଇଁ ଭାରତୀୟ ଦଳକୁ ଫେରିବେ ଯୁବରାଜ ସିଂ, ଭୟରେ ଥରିଲେ ପାକିସ୍ତାନ ଖେଳାଳି

Picsart 23 08 09 18 45 27 811 1

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।କ୍ରିକେଟ୍ ବିଶ୍ଵକପ୍ ପାଖେଇ ଆସୁଛି। ବିଶ୍ଵକପ୍ ପାଇଁ ବିସିସିଆଇ ଆଗରେ ଦାବି ରଖିଲେ ଯୁବରାଜ ସିଂହ। ଭଲ କ୍ୟାପଟେନ ସହ ଦରକାର ଭଲ ଟିମ୍। ODI ବିଶ୍ୱକପ୍ ୨୦୨୩ ଆରମ୍ଭ ପାଇଁ ଦୁଇ ମାସରୁ କମ୍ ସମୟ ବାକି ଅଛି। ଏଥର ବିଶ୍ୱକପ୍ ଭାରତରେ ଖେଳାଯିବ। ବିଶ୍ଵକପ୍ ପୂର୍ବରୁ ପୂର୍ବତନ କ୍ରିକେଟର ମାନେ ସେମାନଙ୍କ ମତାମତ ଦେବା ଆରମ୍ଭ କରିଦେଇଛନ୍ତି। …

Read More »