ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କୁ ରୋହିତ ଶର୍ମା ରାତି ଅଧରେ କାହିଁକି କଲ କରିଥିଲେ ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ଫୋନ ରେ କଥା ହେବା ସମୟରେ ରୋହିତ ଶର୍ମା ବହୁତ ଜୋରେ କାନ୍ଦି ଥିଲେ।ରୋହିତ ଶର୍ମା ଙ୍କ ଉପରେ ମାଡି ଆସୁଛି ଗୋଟିଏ ପରେ ଗୋଟିଏ ବିପଦ।ସେ ଏବେ କଣ କରିବେ ତାହା ସେ ଜାଣି ପାରୁ ନାହାଁନ୍ତି।ଦୁଃଖ ରେ ଭାଙ୍ଗି ପଡିଛନ୍ତି।
ରାତି ୧ ଟା ରେ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କୁ ରୋହିତ ଶର୍ମା କଲ କରିଥିଲେ।୨୦୨୩ ରେ ତାଙ୍କ ନେତୃତ୍ୱ ରେ ଭାରତ ବିଶ୍ଵ କପ୍ ଖେଳିଥିଲା।କିନ୍ତୁ ବିଫଳ ହୋଇଥିଲା।ଫାଇନାଲ ମ୍ୟାଚ୍ ଜିତି ପାରି ନଥିଲେ।ସବୁ ମ୍ୟାଚ୍ ଜିତି ଥିଲେ ମଧ୍ୟ ଫାଇନାଲ ମ୍ୟାଚ୍ ରେ ଫେଲ ମାରିଥିଲା ଟିମ୍ ଇଣ୍ଡିଆ।ଫଳରେ ଚିନ୍ତା ରେ ପଡି ଯାଇଥିଲେ ରୋହିତ ଶର୍ମା।ଏହାପରେ ମଧ୍ୟ ରୋହିତ ଶର୍ମା ଙ୍କ ଉପର କୁ ମାଡି ଆସୁଛି ବିପଦ।
ଗୋଟିଏ ପରେ ଗୋଟିଏ ଦୁଃଖ ର ସାମ୍ନା କରିଥିଲେ ହିଟ ମ୍ୟାନ ରୋହିତ ଶର୍ମା।ଆପଣମାନେ ରୋହିତ ଶର୍ମା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ହେଉଛନ୍ତି ଭାରତୀୟ ଦଳ ର ଅଧିନାୟକ।କହିବାକୁ ଗଲେ ବିଶ୍ଵ ର ସବୁଠାରୁ ବିସ୍ପୋରକ ବ୍ୟାଟର ହେଉଛନ୍ତି ରୋହିତ ଶର୍ମା।ତାଙ୍କ ନାମ ରେ ରହିଛି ସର୍ବାଧିକ ଛକା ମାରିବାର ରେକର୍ଡ।ଏମିତି ରେ ଶତକଡା ହାର କୁ ଦେଖିଲେ ସେ ଟିମ୍ ଇଣ୍ଡିଆ ର ସବୁଠାରୁ ସଫଳ ଅଧିନାୟକ।ତାଙ୍କ ନେତୃତ୍ୱ ରେ ସର୍ବାଧିକ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ।
ଅନେକ ବୋଲର ମାନଙ୍କର ନିଦ ମଧ୍ୟ ହଜାଇ ଦେଇଛନ୍ତି।କିନ୍ତୁ ଏବେ ରୋହିତ ଶର୍ମା ଙ୍କ ସମୟ ଭଲ ନାହିଁ।ଏହାରି ଭିତରେ ଭାଇରାଲ ହେଉଛି ଯେ ରୋହିତ ଶର୍ମା ନିଜ ଦୁଃଖ ଜଣାଇବା ପାଇଁ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କ ପାଖକୁ ରାତିରେ କଲ କରିଥିଲେ।ଏବଂ କଥା ହେବା ବେଳେ କାନ୍ଦୁଥିଲେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।