ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜାନୁଆରୀ ୨୨ ତାରିଖ ସୋମବାର ଦିନ ସମସ୍ତଙ୍କ ପାଇଁ ଐତିହାସିକ ଦିନ।ପ୍ରଭୁ ଶ୍ରୀ ରାମ ଙ୍କ ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ଭାରତୀୟ ଦଳ ର ଅନେକ କ୍ରିକେଟ କିମ୍ବଦନ୍ତୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା।ଚଳଚ୍ଚିତ୍ର ଜଗତ ହେଉ ବା ସଙ୍ଗୀତଜ୍ଞ,ଗୀତିକାର ଏହି କାର୍ଯ୍ୟକ୍ରମ ଆମନ୍ତ୍ରିତ ହୋଇ ଆସିଥିଲେ।ପ୍ରଭୁ ଶ୍ରୀ ରାମ ଙ୍କ ର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଭାରତୀୟ କ୍ରିକେଟର ମାନେ ମଧ୍ୟ ଅର୍ଥ ରାଶି ପ୍ରଦାନ କରିଥିଲେ।
ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସର୍ବ ପ୍ରଥମେ କ୍ରିକେଟ ର ଭଗବାନ ସଚିନ ତେନ୍ଦୁଲକର ଙ୍କୁ ନିମନ୍ତ୍ରଣ କରାଯାଇଥିଲା।ତେବେ ସଚିନ ତେନ୍ଦୁଲକର ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ୨.୫ କୋଟି ଟଙ୍କା ପ୍ରଦାନ କରିଥିଲେ।ଏବଂ କହିଥିଲେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇ ଥିବାରୁ ସେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ସେ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ ସବୁ ଭାରତୀୟ ନାଗରିକ ମାନଙ୍କୁ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ।ଏହି ତାଲିକା ରେ ଦ୍ୱିତୀୟ ରେ ଅଛନୀ ଭାରତୀୟ ଦଳ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ମହେନ୍ଦ୍ର ସିଂହ ଧୋନି ଙ୍କୁ ନିମନ୍ତ୍ରଣ କରିବା ପରେ ସେ ବହୁତ ଖୁସି ହୋଇଥିଲେ।ଏବଂ ଏହି ପ୍ରାଣ ପ୍ରତିଷ୍ଠା ପାଇଁ ୫ କୋଟି ଟଙ୍କା ର ଅର୍ଥ ରାଶି ପ୍ରଦାନ କରିଥିଲେ।
ତୃତୀୟ ସ୍ଥାନ ରେ ଅଛନ୍ତି କ୍ରିକେଟର ଗୌତମ ଗମ୍ଭୀର।ସେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ୧ କୋଟି ୨୫ ଲକ୍ଷ ଟଙ୍କା ର ଅର୍ଥ ରାଶି ପ୍ରଦାନ କରିଥିଲେ।ଚତୁର୍ଥ ସ୍ଥାନ ରେ ଅଛନ୍ତି ହର ଭଜନ ସିଂହ।ସେ ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ।