Picsart 24 01 28 13 08 53 388

ଇଂଲଣ୍ଡକୁ ହରାଇ ଖୁସିରେ ନାଚିଲେ ଏହି ଖେଳାଳି, କହିଲେ ଏଥର ନାମ ନେଇଛି ଆମ ସହ ଆସିଥିଲା ଖେଳିବାକୁ

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପୁଣିଥରେ ଭାରତ ପାଇଁ ଅସୁବିଧା ବେଳେ ସଙ୍କଟ ମୋଚନ ହୋଇଥିବା କେ ଏଲ ରାହୁଲ ଏବଂ ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ରିଟିଶ ମାନଙ୍କୁ ପରାସ୍ତ କରିଥିଲେ।ଏବଂ ଅକ୍ସର୍ ପଟେଲ ମଧ୍ୟ ଦୃଢ଼ ପ୍ରହାର କରିଥିଲେ। ସେକେଣ୍ଡ ଦିନ ରେ ଇଂଲଣ୍ଡ ବିପକ୍ଷ ରେ ଭାରତୀୟ ଦଳ ର ପ୍ରଦର୍ଶନ କୁ ବିଶେଷ କରି ରବୀନ୍ଦ୍ର ଜାଡେଜା ଏବଂ କେ ଏଲ ରାହୁଲ ଙ୍କ ପ୍ରଦର୍ଶନ କୁ ସାରା ବିଶ୍ଵ ରୁ କିମ୍ବଦନ୍ତୀ ଅଭିନନ୍ଦନ ଜଣାଇଛନ୍ତି।

images 2024 01 28T130252.743

କ୍ରିକେଟ ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର,ବିରେନ୍ଦ୍ର ସେହୱାଗ ,Ricky ponting ଏବଂ ସୋଏବ ଅକ୍ତର୍ ଙ୍କ ଭଳି ମହାନ୍ ଖେଳାଳି ମାନେ ନିଜର ମନ୍ତବ୍ୟ ଦେଇଛନ୍ତି।ଏବଂ ଆପଣମାନେ ଜାଣିଲେ ବହୁତ ଖୁସି ମଧ୍ୟ ହେବେ।ଆପଣମାନେ ଜାଣିଥିବେ ବର୍ତମାନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି।ଏବଂ ଦ୍ୱିତୀୟ ଦିନ ମଧ୍ୟ ସଫଳତାର ସହିତ ଖେଳା ଯାଇଛି।

images 2024 01 28T130258.077

ଏହି ମ୍ୟାଚ୍ ରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୨୪୬ ରନ ସଂଗ୍ରହ କରିଥିଲେ।କିନ୍ତୁ ବର୍ତମାନ ଦ୍ୱିତୀୟ ଦିନ ର ଖେଳ ଶେଷ ହେବାପରେ ଭାରତୀୟ ଦଳ ୪୨୧ ରନ ସଂଗ୍ରହ କରି ୭ ଟି ୱିକେଟ ହରାଇ ୧୭୫ ରନ ଅଗ୍ରଣୀ ହାସଲ କରିଛି।ଆଜିର ମ୍ୟାଚ୍ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇଛି।ଯେତେବେଳେ ଯଶଶ୍ରୀ ଜୟସ୍ୱାଲ ମାତ୍ର ୮୦ ରନ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ

1706269762 2653 1

ଶୁଭ ମାନ ଗିଲ ମଧ୍ୟ ୨୩ ରନ କରି ଆଉଟ୍ ହୋଇଥିଲେ ସେତେବେଳେ କେ ଏଲ ରାହୁଲ ଙ୍କ ସାଥ ଦେବାପାଇଁ ଶ୍ରେୟସ ଆୟର ମଇଦାନ କୁ ଓହ୍ଲାଇ ଥିଲେ।ରବୀନ୍ଦ୍ର ଜାଡେଜା ଏବଂ ଅକ୍ସର୍ ପଟେଲ ଦ୍ୱିତୀୟ ଦିନ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ପଡ଼ିଆରେ ପାଦ ରଖିଥିଲେ।ରବୀନ୍ଦ୍ର ଜାଡେଜା ୧୫୫ ଟି ବଲ ଖେଳି ୮୧ ରନ ରେ ଅପରାଜିତ ଥିବା ବେଳେ ଅକ୍ସର୍ ପଟେଲ ମଧ୍ୟ ଅପରାଜିତ ରହିଛନ୍ତି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *