ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ।ଫେବୃଆରୀ ୨ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍।ତେବେ ମ୍ୟାଚ୍ ର ଦୁଇ ଦିନ ପୂର୍ବରୁ ହିଟ୍ ମ୍ୟାନ ରୋହିତ ଶର୍ମା ଘୋଷଣା କରିଲେ ଭାରତ ର ପ୍ଲେଇଁ ଏକାଦଶ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ପରାସ୍ତ ହୋଇଛି ଭାରତ।ଭାରତ ଦମଦାର ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ଦଳ ଏହି ମ୍ୟାଚ୍ କୁ ହାତ ଛଡା କରିଛି।
ତେବେ ଏହି ପରାଜୟ ପରେ ଟିମ୍ ଇଣ୍ଡିଆ କୁ ଆହୁରି ଏକ ବଡ଼ ଝଟକା ଲାଗିଛି।ଆହତ ସମସ୍ୟା ଯୋଗୁ ଷ୍ଟାର୍ ପ୍ଲେୟାର କେ ଏଲ ରାହୁଲ ଏବଂ ଭାରତୀୟ ଦଳ ର ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଗାମୀ ଶିରିଜ ରୁ ବାଦ୍ ପଡିଛନ୍ତି।ତେବେ ଏହି ଦୁଇ ଖେଳାଳି ଙ୍କ ସ୍ଥାନ ରେ ୱାସିଂ ଟନ ସୁନ୍ଦର ଏବଂ Sarfaraz Khan ଙ୍କ ସହିତ ସୌରଭ କୁମାର ଙ୍କୁ ଦଳ ରେ ସାମିଲ କରିଛି।
ବର୍ତମାନ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ କୁ ନେଇ ଚିନ୍ତା ରେ ପଡ଼ି ଯାଇଛନ୍ତି ଭାରତୀୟ ଦଳ ର ଅଧିନାୟକ ତଥା ହିଟ ମ୍ୟାନ ରୋହିତ ଶର୍ମା।ପ୍ରଥମ ମ୍ୟାଚ୍ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ରେ କମ ବ୍ୟାକ କରିବା ଲକ୍ଷ୍ୟ ରେ ରହିବ ଟିମ୍ ଇଣ୍ଡିଆ।ଏଥିପାଇଁ କୋଚ୍ ରାହୁଲ ଦ୍ରାବିଡ ଙ୍କ ସହ ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି।
ଦ୍ୱିତୀୟ ମ୍ୟାଚ୍ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଈଂ ଏକାଦଶ ରୋହିତ ଶର୍ମା, ଯଶଶ୍ରୀ ଜୟ ସ୍ୱାଲ,ଶୁଭ ମାନ ଗିଲ, କେ ଏସ ଭରତ, ଶ୍ରେୟସ ଆୟର,ରବି ଚନ୍ଦ୍ର ଅଶ୍ଵିନୀ, ଅକ୍ସର୍ ପଟେଲ, ଯଶ ପ୍ରୀତ ବୁମ୍ରା, ୱଶିଂ ଟନ ସୁନ୍ଦର ଏବଂ ମହମ୍ମଦ ସୀରାଜ୍।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।