ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଏସିଆନ ଗେମ୍ସ ୨୦୨୩ ଏଥର ୨୩ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୮ ଅକ୍ଟୋବର ପର୍ଯ୍ୟନ୍ତ ଚାଇନା ରେ ଖେଳାଯିବ ବୋଲି ଜଣାପଡିଛି।ଏଥର ଆଥଲେଟିକ ସହିତ କ୍ରିକେଟ ମଧ୍ୟ ଏସିଆ ର ଏହି ବଡ଼ କ୍ରୀଡା ବଡ଼ ଇଭେଣ୍ଟ ରେ ଖେଳାଯିବ।ଯେଉଁଥି ପାଇଁ ସମସ୍ତ କ୍ରିକେଟ ଖେଳୁଥିବା ଦେଶ ନିଜ ନିଜ ମହିଳା ଏବଂ ପୁରୁଷ କ୍ରିକେଟ ଦଳ ପଠାଇବାକୁ ପ୍ରସ୍ତୁତ ହୋଇଛି।
ଏଥିରେ ଆଇପିଏଲ ୨୦୨୩ ରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଖେଳାଳି ଙ୍କୁ ସୁଯୋଗ ଦିଆଯିବ ବୋଲି ଜଣାପଡିଛି।ଏଥିରେ କେବଳ ସିନିୟର୍ ଖେଳାଳି ଶିଖର ଧାୱନ୍ ଙ୍କୁ ଅଧିନାୟକ ଦାୟିତ୍ଵ ମିଳିବାର ସମ୍ଭାବନା ରହିଛି।ଏହି ଏସିଆନ ଗେମ୍ସ ସମୟରେ ଭାରତ ବିଶ୍ଵ କପ୍ ମଧ୍ୟ ଖେଳା ଯାଉଥିବ। ସେଥିପାଇଁ ସମସ୍ତ ଯୁବ ଖେଳାଳି ଟିମ୍ ଇଣ୍ଡିଆ ର ଜର୍ସି ରେ ନଜର ଆସିବେ।
ଏହି ୧୫ ଜଣିଆ ଦଳରେ ଶିଖର ଧାୱନ୍, ଯସଶ୍ରି ଜେଶ୍ଵାଲ୍,ନୀତିଶ ରଣା,ରିଙ୍କୁ ସିଂହ,ତିଲକ ବର୍ମା,ଦୀପକ ରହିବେ।ଏହା ସହିତ ବୋଲିଂ ରେ ୱାଶିଂ ଟନ ସୁନ୍ଦର , କୁର୍ନାଲ ପାଣ୍ଡିଆ,ଦୀପକ ଚହର ରହିଛନ୍ତି।ବିଶ୍ଵ କପ୍ ପରି ବିସିସିଆଇ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅତ୍ୟନ୍ତ ଗମ୍ଭୀର ଏବଂ ଏଥିପାଇଁ ଏକ ଶକ୍ତି ଶାଳୀ ଦଳ ପଠାଇବାକୁ ପ୍ରସ୍ତୁତ କରିଛି।
ବର୍ତମାନ ଏସିଆନ ଗେମ୍ସ ୨୦୨୩ ଏଥର ୨୩ ସେପ୍ଟେମ୍ବର ରୁ ଆରମ୍ଭ ହେବ ବୋଲି କ୍ରିକେଟ ପ୍ରେମୀ ଜାଣି ବହୁତ ଖୁସି ହୋଇଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଆପଣମାନେ ଜାଣିଥିବେ କ୍ରିକେଟ ପ୍ରେମୀ ମାନେ କ୍ରିକେଟ ଦେଖିବା ପାଇଁ ପାଗଳ ହୋଇଥାନ୍ତି। ଯେତେବେଳେ ବି କ୍ରିକେଟ ଆରମ୍ଭ ହୋଇଥାଏ ଲୋକମାନେ ଟିଭି ଆଗରେ ବସି ଯାଇଥାନ୍ତି।
Hi bro mu nishith odisha ru I am advance seo analyst mu tama site ra search visibility improve kariparibi aau other premium ads network ra approval dei paribi aau site ku look dei paribi if you want then contact me nisithswain41@gmail.com