ମାର୍ଚ୍ଚ ୧୭ ରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି।ଟିମ୍ ରେ ହଠାତ୍ ଏକ ଘାତକ ଖେଳାଳି ଙ୍କ ଏଣ୍ଟ୍ରି ହୋଇଥବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।ଖେଳାଳି ଜଣଙ୍କ ଅଷ୍ଟ୍ରେଲିଆ ଟିମ୍ ପାଇଁ ବହୁତ ବଡ଼ ଶତ୍ରୁ ସାଜିବେ।ଅଷ୍ଟ୍ରେଜିଲ ବିପକ୍ଷ ଦିନିକିଆ ଶିରିଜ ପାଇଁ ବିସିସିଆଇ ଭାରତୀୟ ଦଳର ସବୁଠାରୁ ବିପଦ ଜନକ ମ୍ୟାଚ୍ ୱିନର ଙ୍କ ଏଣ୍ଟ୍ରି କରାଯାଇଛି।
ମାର୍ଚ୍ଚ ୧୭ ରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଟେଷ୍ଟ ଶିରିଜ ଖେଳାଯିବ।ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଦିନିକିଆ ଶିରିଜ ର ପ୍ରଥମ ମ୍ୟାଚ୍ ମୁମ୍ବାଇ ରେ ଖେଳାଯିବ।ଟିମ୍ ଇଣ୍ଡିଆ ର ଏହି ଦମଦାର ମ୍ୟାଚ୍ ୱିନର ସାର୍ଦୁଲ୍ ଠାକୁର ଙ୍କ ବ୍ୟତୀତ ଆଉ କେହି ନୁହେଁ।ସାର୍ଦୁଲ୍ ଠାକୁର ଙ୍କ ଆଗମନ ସହିତ ରେ ଟିମ୍ ଇଣ୍ଡିଆ ର ଜଣେ ବ୍ୟାଟସ୍ ମ୍ୟାନ ଆଉ ବୋଲର ଙ୍କ କମ୍ବି ନେଶନ୍ ଦେଖିବାକୁ ମିଳିଛି।
ଯେଉଁଥି ପାଇଁ ଟିମ୍ ଇଣ୍ଡିଆ ର ଚୁଡାନ୍ତ ଏକାଦଶ ରେ ଏକ ଭଲ ସନ୍ତୁଳନ ଦେଖା ଯାଇଥାଏ।ସାର୍ଦୁଲ୍ ଠାକୁର ବହୁତ ଭଲ ଭାବରେ ବଲ ପକାଇଥାନ୍ତି।ଯାହା ବ୍ୟାଟସ୍ ମ୍ୟାନ ମାନଙ୍କ ପାଇଁ ବହୁତ ବିପଦ ଜନକ ହୋଇଥାଏ।ଆରମ୍ଭ ଆଉ ଶେଷ ଓଭର ରେ ସାର୍ଦୁଲ୍ ଠାକୁର ଅତ୍ୟନ୍ତ ବିପଦ ଜନକ ବୋଲିଂ ପାଇଁ ଜଣାଶୁଣା ଅଟନ୍ତି।ସାର୍ଦୁଲ୍ ଠାକୁର ଏ ପର୍ଯ୍ୟନ୍ତ ଭାରତ ପାଇଁ ୮ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି।
ଯେଉଁଥି ରେ ସେ ତାଙ୍କ ବୋଳିଂ ରେ ୨୭ ଟି ୱିକେଟ ନେଇଛନ୍ତି।୩୪ ଟି ଦିନିକିଆ ରେ ୫୦ ଟି ୱିକେଟ ନେଇଛନ୍ତି। ,୨୫ ଟି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ ରେ ୩୩ ଟି ୱିକେଟ ନେଇଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।