IMG 20231221 WA0027

ଏହି ଖେଳାଳି ମାନଙ୍କୁ ଆଇପିଏଲ ରେ କେହିବି ନେଲେନି, ରାଗରେ ବ୍ୟାଟ ଭାଙ୍ଗି କାନ୍ଦି କାନ୍ଦି ଫେରିଗଲେ ବିଦେଶ

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିକ୍ରି ହେଲେ ନାହିଁ ଆଇପିଏଲ ର ମହଙ୍ଗା ଖେଳାଳି। ସ୍ମିଥ,କରୁଣ ନାୟାର ଏବଂ ମନିଶ ପାଣ୍ଡେ। ଆଇପିଏଲ ର ପରବର୍ତ୍ତୀ ସଂସ୍କରଣ ପାଇଁ ଖେଳାଳି ଙ୍କ ନିଲାମି ଦୁବାଇ ରେ ଚାଲିଛି।୩୩୩ ଜଣ ଖେଳାଳି ଙ୍କ ନାମ ନିଲାମି ପାଇଁ ଲିଷ୍ଟ କରାଯାଇଛି।ସବୁ ଟିମ୍ ଙ୍କ ପାଖରେ ମୋଟ ୭୭ ଟି ବଳକା ରହିଛି।ଏପରି ସ୍ଥିତି ରେ ଅଧିକାଂଶ ଖେଳାଳି ବିକ୍ରି ହୋଇ ନ ପାରନ୍ତି।

images 2023 12 21T140827.339

ଏହି ସୂଚୀ ରେ ଅନେକ ବରିଷ୍ଠ ଖେଳାଳି ଙ୍କ ନାମ ସାମିଲ ହୋଇପାରେ।ଆଜି ର ନିଲାମି ରେ ଅଷ୍ଟ୍ରେଲିଆ ଦଳ ର ବ୍ୟାଟ୍ସମ୍ୟାନ ସ୍ମିଥ ଙ୍କୁ କୌଣସି ଟିମ୍ କିଣି ନାହିଁ।ସ୍ମିଥ ଆଇପିଏଲ ରେ ପୁନେ ସୁପର ଜିଆଣ୍ଟ ଏବଂ ରାଜସ୍ଥାନ ରୟାଲ ପାଇଁ ଅଧିନାୟକ ତ୍ୱ ଦାୟିତ୍ଵ ତୁଲାଇ ଛନ୍ତି।ସ୍ମିଥ ଙ୍କ ପ୍ରାଇଶ ଦୁଇ କୋଟି ଟଙ୍କା ଥିଲା।

images 2023 12 21T140844.496

କିନ୍ତୁ ଏଥର କୌଣସି ଟିମ୍ ସ୍ମିଥ ଙ୍କୁ କିଣିବା ପାଇଁ ଆଦୌ ଆଗ୍ରହ ଦେଖାଇ ନାହାଁନ୍ତି।ଆଇପିଏଲ ସ୍ମିଥ ମୋଟ ୧୦୩ ଟି ମ୍ୟାଚ୍ ରେ ୩୪.୫ ହାର ରେ ୨୪୫୦ ରନ ସଂଗ୍ରହ କରିଛନ୍ତି।ତାଙ୍କର ଷ୍ଟ୍ରାଇକ ରେଟ୍ ୧୨୮.୦୯ ରହିଛି।ଭାରତୀୟ ଦଳ ର ବ୍ୟାଟ୍ସମ୍ୟାନ ମନିଶ ପାଣ୍ଡେ ଙ୍କୁ ମଧ୍ୟ କୌଣସି ଫ୍ରଂଚାଇଜ ନିଜ ଟିମ୍ ରେ ସାମିଲ କରି ନାହାଁନ୍ତି। ମନୀଷ ଙ୍କ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା।ସେ ଆଇପିଏଲ ରେ ୧୭୦ ଟି ମ୍ୟାଚ୍ ରେ ୨୯.୦୭ ହାର ରେ ୩୮୦୮ ରନ କରିଛନ୍ତି।୧୨୦.୯ ରହିଛି।

images 2023 12 21T140936.544

ମନିଶ ପାଣ୍ଡେ ଙ୍କ ଆଇପିଏଲ ଷ୍ଟ୍ରାଇକ ରେଟ୍ ୧୨୦.୯ ରହିଛି।ଆଇପିଏଲ ରେ ମନିଶ ଶର୍ମା ରୟାଲ ଚାଲେଞ୍ଜର ବାଙ୍ଗାଲୋର,କୋଲକାତା ନାଇଟ ରାଇଡର୍ସ,ମୁମ୍ବାଇ ଇଣ୍ଡିଆନ୍,ସନ୍ ରାଇଜର ହାଇଦ୍ରାବାଦ,ଲକ୍ଷ୍ନୌ ସୁପର ଜିଆଣ୍ଟ ଏବଂ ଦିଲ୍ଲୀ କ୍ୟାପିଟାଲ ଟିମ୍ ପାଇଁ ଖେଳି ସାରିଛନ୍ତି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *