ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣା ଦେଖିବା କୁ ମିଳେ କି ଯାହା ଆମେ କେବେ ଭାବି ନ ଥିବୁ କି ଦେଖି ନ୍ ଥିବୁ। ଆଉ ଆମ ସମାଜ ରେ ଏମିତି କିଛି ଲୋକ ରହୁଛନ୍ତି । ଯୋଉ ମାନଙ୍କ ପାଖରେ ସାଧାରଣ ମଣିଷ ଯାହା କରି ପାରନ୍ତି ନାହିଁ ସେଇଟା ସେମାନେ କରି ଦେଖେଇ ଦିଅନ୍ତି। ଯାହାକୁ ବିଶ୍ୱାସ କରିବା ବିଷ୍ମୟ ଜନକ ଅଟେ । ସମାଜ ରେ ଆଜି କାଲି ଲୋକ ମାନେ ଆଧୁନିକ ତାର ବସ ବର୍ତ୍ତୀ ଏତେ ମାତ୍ର ରେ ଅଭି ମୁଖି ହଉଛନ୍ତି କି ନିଜର ଚାଲି ଚଲଣି କୁ ପଛରେ ପକେଇ ଅନ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଉଛନ୍ତି ।ଏବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି।
ଯେତେବେଳେ ଗୋଟେ ମଣିଷ ନିଜ ଇଛାରେ ଯାହାକୁ ବାହା ହୁଏ ତାକୁ ନେଇ ସେ ବହୁତ ସ୍ବପ୍ନ ଦେଖୁଥାଏ।କିନ୍ତୁ ଆରେଞ୍ଜ ମେରେଜ ରେ ସାଧାରଣ ଭାବେ ଏପରି ଦେଖିବାକୁ ମିଳିନଥାଏ।ଆମେ କହୁଛୁ ଦିନେଶ କାର୍ତ୍ତିକଙ୍କ କଥା ସେ ଏବେ ଭଲ ଫର୍ମରେ ମଧ୍ୟ ଅଛନ୍ତି,ସେ RCB ତରଫରୁ ଆଇପିଏଲରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି।କିନ୍ତୁ ଏବେ ଦିନେଶ କାର୍ତ୍ତିକଙ୍କ ପାରିବାରିକ ଜୀବନରେ ଏମିତି କିଛି ଘଟିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତାଙ୍କ ନିଜସ୍ତ୍ରୀ ନିକିତା ଯିଏକି ତାଙ୍କ ଛୋଟ ବେଳେର ସାଙ୍ଗ,ତାଙ୍କୁ ସେ ବାହା ହେଇଥିଲେ।କିନ୍ତୁ କିଛିଦିନ ପରେ ଜାଣିବାକୁ ମିଳିଥିଲା ଦିନେଶ କାର୍ତ୍ତିକଙ୍କ ସାଥୀ ଖେଳାଳି ମୁରଲୀ ବିଜୟଙ୍କର ତାଙ୍କ ସ୍ତ୍ରୀ ନିକିତାଙ୍କ ସହ ଶାରୀରିକ ସଂପର୍କ ରହିଛି।ଯେଉଁ କଥା ଦିନେଶ କାର୍ତ୍ତିକଙ୍କ ଛଡ଼ା ସମସ୍ତେ ଜାଣିଥିଲେ।ନିକିତା ମୁରଲୀ ବିଜୟଙ୍କର ପିଲାର ମାଆ ହେବାକୁ ଯାଉଥିଲେ।ଦିନେ ନିକିତା ମୁରଲୀ ବିଜୟଙ୍କର ପିଲାର ମାଆ ହେବାକୁ ଯାଉଛନ୍ତି ବୋଲି ସବୁକିଛି ସତ କହିଲେ ଏବଂ ଛାଡପତ୍ର ଦେବାପାଇଁ କହିଥିଲେ।
ସେତେବେଳେ ମୁରଲୀ ବିଜୟ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଭଲ ପ୍ରଦର୍ଶନ କରୁଥିଲେ କିନ୍ତୁ ଦିନେଶ କାର୍ତ୍ତିକ ଭଲ ପ୍ରଦର୍ଶନ କରିପାରୁନଥିଲେ।ସେହି ସମୟରେ କାର୍ତ୍ତିକ ଡିପ୍ରେସନକୁ ଚାଲିଗଲେ।ତାଙ୍କୁ ତାମିଲନାଡୁ ଟିମ୍ ରୁ କ୍ୟାପଟେନ ପଦ ଛଡେନିଆଗଲା।କାର୍ତ୍ତିକ ନିଜ ଟ୍ରେନିଂ ମଧ୍ୟ ବନ୍ଦ କରିଦେଇଥିଲେ।