ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଆମଦେଶରେ ଖେଳାଳି ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ।ଆମ ଦେଶ ଭାରତ ସମୃଦ୍ଧି ର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।କିଛି ଦିନ ତଳେ ଭାରତୀୟ ଦଳର ଷ୍ଟାର ୱିକେଟ୍ କିପର୍ ରିଶବ୍ ପନ୍ଥ କାର ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିସିତ ହେଉଥିଲେ।ତେବେ ଏବେ ପ୍ରଶ୍ନ ଉଠୁଛି କିପରି ଅଛନ୍ତି ଷ୍ଟାର ୱିକେଟ୍ କିପର୍ ରିଶବ୍ ପନ୍ଥ?
ଏବେ କଣ ଚାଲିଛି ତାଙ୍କ ମନରେ?ଏଭଳି କିଛି ପୋଷ୍ଟ କରିଦେଲେ ହିଣ୍ଟ।କାର ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିସିତ ହେଉଥିଲେ ଏବଂ କ୍ରିକେଟ ଠାରୁ ମଧ୍ୟ ଦୂରରେ ରହିଛନ୍ତି।ତାଙ୍କୁ ଫେରିବାକୁ ସମୟ ଲାଗିବ।ତାଙ୍କର ଗୋଡ଼ ଅସ୍ତ୍ରପ୍ରଚାର ହେଇଛି ସେ ଏହି ବିଷୟରେ ସୋସିଆଲ ମିଡିଆରେ ଆପଡେଟ ଦେଉଛନ୍ତି।ପୁଣିଥରେ ରିଶବ୍ ସୋସିଆଲ ମିଡିଆରେ ଏକ ଫଟ ଏବଂ ଭିଡିଓ ପୋଷ୍ଟ କରିଛନ୍ତି।
ସେ ତାଙ୍କ instagram ଷ୍ଟୋରି ରେ ଚେସ୍ ର ଏକ ଫଟୋ ପୋଷ୍ଟ କରିଛନ୍ତି।ସମସ୍ତେ ଜାଣନ୍ତି ସେ ଚେସ ଖେଳିବାକୁ ଭଲ ପାଆନ୍ତି।ସେ ଫଟୋ ପୋଷ୍ଟ କରିବା ସହ ଏକ ପ୍ରଶ୍ନ ପଚାରିଥିଲେ ଲେଖିଥିଲେ କିଏ ଖେଳୁଛି କହିପରିବକି?ଏହାପରେ ସେ ତାଙ୍କ instagram ରେ ଏକ ଛୋଟ ଭିଡ଼ିଓ ସେଆର କରିଥିଲେ।ଏହି ଭିଡିଓ ରେ ସେ ଟରିଷ୍ଟ୍ ରେ ବସିଛନ୍ତି।ସେ ତାଙ୍କ ବନ୍ଧୁଙ୍କୁ ଏକ ଭିଡ଼ିଓ କରିବାକୁ କହିଥିଲେ।
ତାପରେ ସେ ତାଙ୍କ ବନ୍ଧୁଙ୍କୁ କ୍ୟାମେରା କୁ ଅନ୍ୟ ପଟେ ବୁଲାଇବାକୁ କହିଥିଲେ।ସୂଚନା ମୁତାବକ ଭାରତୀୟ ଦଳର ଷ୍ଟାର ୱିକେଟ୍ କିପର୍ ରିଶବ୍ ପନ୍ଥ ୩୦ December ଦିନ କାର ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିସିତ ହେଉଥିଲେ।ସେ ନିଜ ବ୍ୟକ୍ତି ଗତ କାରରେ ଡେଲିରୁ ରୋର୍କି ଯାଉଥିଲେ।