ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବ୍ୟାନ ହେବେ ଭାରତୀୟ ଦଳ ର ଷ୍ଟାର୍ ଦ୍ରୁତତମ ବୋଲର ଯଶ ପ୍ରୀତ ବୁମରା।ଦୁଇ ବର୍ଷ ଯାଏଁ ଏମିତି ଭୟ ରହିବ।Ollie Pope ଙ୍କ ରାସ୍ତା ରୋକି ଫସି ଯାଇଛନ୍ତି ବୋଲର ଯଶ ପ୍ରୀତ ବୁମରା।ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ।ଏହା ସହିତ ରୋହିଣୀ ସେନାକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି।
ପ୍ରଥମେ ଷ୍ଟାର୍ ପ୍ଲେୟାର କେ ଏଲ ରାହୁଲ ଏବଂ ଭାରତୀୟ ଦଳ ର ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା ବାଦ୍ ପଡ଼ିଥିବା ବେଳେ ବର୍ତମାନ ରବି ଚନ୍ଦ୍ର ଅଶ୍ଵିନୀ ଙ୍କ ଉପରେ ବ୍ୟାନ ହେବାର ଭୟ ଆରମ୍ଭ ହୋଇଛି।ଟିମ୍ ଇଣ୍ଡିଆ ର ଦ୍ରୁତତମ ବୋଲର ବୋଲର ଯଶ ପ୍ରୀତ ବୁମରା ଙ୍କ ଉପରେ ଆଇସିସି କଡା କାର୍ଯ୍ୟାନୁଷ୍ଠାନ ନେଇ ବ୍ୟାନ ପାଇଁ ପ୍ରଥମ ଚେତାବନୀ ମଧ୍ୟ ଜାରି କରିଛି।ତେବେ ଇଂଲଣ୍ଡ ଦଳ ର ଷ୍ଟାର୍ ବ୍ୟାଟ୍ସମ୍ୟାନ Ollie Pope ଙ୍କ ସହ ବିବାଦ କୁ ନେଇ ଫସି ଯାଇଛନ୍ତି ବୋଲର ଯଶ ପ୍ରୀତ ବୁମରା।
ତେବେ ଇଂଲଣ୍ଡ ର ଦ୍ୱିତୀୟ ଇନିଂସ ର ୮୧ ତମ ଓଭର ରେ ବୋଲର ଯଶ ପ୍ରୀତ ବୁମରା ଙ୍କ ଏକ ବଲ କୁ ଚଉକା ମାରିଥିଲେ Ollie Pope। କିନ୍ତୁ ଏହାର ପରବର୍ତ୍ତୀ ବଲ ରେ ଯଶ ପ୍ରୀତ ବୁମରା ତାଙ୍କୁ ଟାର୍ଗେଟ କରିଥିଲେ।Ollie Pope ଏକ ରନ ନେବାକୁ ଚେଷ୍ଟା କରିଥିଲେ।Ollie Pope ଦୌଡ଼ି ରନ ନେବା ସମୟରେ ଯଶ ପ୍ରୀତ ବୁମରା ଅଚାନକ ତାଙ୍କ ସାମ୍ନା କୁ ଆସି ଯାଇଥିଲେ।ଫଳରେ ଉଭୟ ଖେଳାଳି ଙ୍କ ମଧ୍ୟରେ ଧକ୍କା ହୋଇଥିଲା।
ବୋଲର ଯଶ ପ୍ରୀତ ବୁମରା ନିଜର ଭୁଲ ବୁଝି ପାରି ସଙ୍ଗେ ସଙ୍ଗେ ଇଂଲଣ୍ଡ ଦଳ ର ଷ୍ଟାର୍ ବ୍ୟାଟ୍ସମ୍ୟାନ Ollie Pope ଙ୍କୁ ଭୁଲ ମାଗି ଦେଇଥିଲେ।କିନ୍ତୁ ଏଠାରେ ଶାନ୍ତ ହୋଇ ନଥିଲେ Ollie Pope। ସେ ଅମ୍ପାୟାର ଙ୍କୁ ଏନେଇ ଅଭିଯୋଗ କରିଥିଲେ।ଆଇସିସି ନିୟମ ଅନୁସାରେ ବୋଲର ଯଶ ପ୍ରୀତ ବୁମରା ଏହି କାମ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।