IMG 20231221 WA0031

ରିଙ୍କୁ ସିଂ ଙ୍କ ବୋଲିଁ ଆପଣ କେବେ ଦେଖିନ ଥିବେ, ଥରେ ଦେଖନ୍ତୁ କିପରି କରୁଛନ୍ତି କମାଲ..

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଦ୍ୱିତୀୟ ଓ ଡି ଆଇ ରେ ରିଙ୍କୁ ସିଂହ ପଡ଼ିଆରେ ବୋଲିଙ୍ଗ କରିଥିଲେ।ଏହାପରେ ସମସ୍ତେ ହସିବାକୁ ଲାଗିଲେ।ରିଙ୍କୁ ସିଂହ ପୁଣିଥରେ ସମସ୍ତଙ୍କର ହୃଦୟ ଜିତି ନେଇଥିଲେ।ଏଥର ବ୍ୟାଟିଂ ସହିତ ନୁହେଁ ବରଂ ବୋଲିଂ ସହିତ ସମସ୍ତଙ୍କୁ ହସାଇ ଦେଇଥିଲେ।ସାଉଥ୍ ଆଫ୍ରିକା ଦଳ ମଧ୍ୟରେ ଦ୍ଵିତୀୟ ଓ ଡି ଆଇ ମ୍ୟାଚ୍ ରେ କିଛି ଅଦ୍ଭୁତ ଘଟଣା ଘଟିଛି।ଟିମ୍ ଇଣ୍ଡିଆ ର ପ୍ରଦର୍ଶନ ଅତ୍ୟନ୍ତ ବିଶେଷ ନଥିଲା।

images 2023 12 15T183308.249

ଏଥର ବୋଧ ହୁଏ ଭାରତୀୟ କ୍ରିକେଟ ଦଳ ର ଖେଳାଳି ମାନେ ସମାନ ଆତ୍ମ ବିଶ୍ୱାସ ଦେଖାଇ ନାହାଁନ୍ତି।ଏଥିପାଇଁ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଖେଳାଳି ମାନେ ସାଇ ସୁଦର୍ଶନ ଏବଂ କେ ଏଲ ରାହୁଲ ୫୦ ଏବଂ ୬୦ ସ୍କୋର କରିଥିଲେ।ଯେଉଁଥି ପାଇଁ ଭାରତ ର ସ୍କୋର ୨୦୦ ରେ ପହଞ୍ଚି ଥିଲା।ଏହାପରେ ଅବଶିଷ୍ଟ ଖେଳାଳି ମାନେ ମାତ୍ର ୧୦,୨୦ ରେ ସୀମିତ ରହିଥିଲେ।ପରିଶେଷରେ ଟିମ୍ ଇଣ୍ଡିଆ ୨୧୫ ରନ ସ୍କୋର କରିଥିଲେ।

images 2023 12 19T131712.815

ଏବଂ ଦକ୍ଷିଣ ଆଫ୍ରିକା ଦଳ ଖେଳିବା ଆରମ୍ଭ କରିଥିଲେ।ସେମାନଙ୍କ ଦୁଇ ଖେଳାଳି ଏକାଠି ୧୫୦ ରନ ସଂଗ୍ରହ କରି ଦେଇଥିଲେ।ଏବଂ ସେମାନଙ୍କ ୱିକେଟ ନେବା କଷ୍ଟସାଧ୍ୟ ହୋଇ ପଡ଼ିଥିଲା।କାରଣ ଟନି ନାମକ ଜଣେ ଖେଳାଳି ଶତକ ସ୍କୋର କାଟିବାକୁ ପ୍ରତିଜ୍ଞା କରିଥିଲେ।କିନ୍ତୁ ଏହି ସମୟ ମଧ୍ୟରେ ସେ ଶତକ ମାରି ପ୍ରଥମ ମ୍ୟାଚ୍ କୁ ଛଡ଼ାଇ ନେଇଥିଲେ।ଇନିଂସ ର ୪୨ ତମ ଓଭର ରେ ରିଙ୍କୁ ସିଂହ ବୋଲିଂ କରିଥିଲେ।

images 2023 12 12T180607.869

ଜିତିବା ପାଇଁ ତାଙ୍କୁ ମାତ୍ର ଆଉ ୬ ରନ ର ଆବଶ୍ୟକତା ଥିଲା।ରିଙ୍କୁ ସିଂହ ଜଣେ ଖେଳାଳି ଙ୍କୁ ଆଉଟ୍ କରି ଦେଇଥିଲେ।ରିଙ୍କୁ ସିଂହ ବହୁତ ଖୁସି ହୋଇଥିଲେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଆଲୋଚନା କରିବାରେ ଲାଗିଛନ୍ତି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *