Picsart 23 11 05 21 28 15 800

ପୁଣି ଭାରତ-ପାକିସ୍ତାନ ମଧ୍ୟରେ ହେବ ମହା ମୁକାବିଲା, ବାବର କହିଲେ ଆମେ ପ୍ରତିଶୋଧ ନେବୁ

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପାକିସ୍ତାନ ଦଳ ଏକ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ କେବଳ ୪୦୦ ରନ ର ଲକ୍ଷ୍ୟ ହାସଲ କରି ନଥିଲା ବରଂ ନିଜକୁ ସେମି ଫାଇନାଲ ରେ ସ୍ଥାନ ସୃଷ୍ଟି କରି ସମଗ୍ର ବିଶ୍ୱ କୁ ଆଶ୍ଚର୍ଯ୍ୟ କରି ଦେଇଛି।ବର୍ତମାନ କହିବାକୁ ଗଲେ ପାକିସ୍ତାନ ଦଳ ପଏଣ୍ଟ ଟେବୁଲ୍ ରେ ଉପର କୁ ଯାଇଛି। ଓ ସେମି ଫାଇନାଲ ରେ ମଧ୍ୟ ପହଞ୍ଚିଛି।

images 2023 11 05T184105.168

ଓ ଡି ଆଇ ବିଶ୍ଵ କପ୍ ରେ ନ୍ୟୁଜ ଲ୍ୟାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା।ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଯଦି ପାକିସ୍ତାନ ଦଳ ଏହି ମ୍ୟାଚ୍ ହାରି ଯାଇଥାନ୍ତେ ତେବେ ସେମି ଫାଇନାଲ ର ରାସ୍ତା ବନ୍ଦ ହୋଇ ଯାଇଥାନ୍ତା।ଯଦି ନ୍ୟୁଜ ଲ୍ୟାଣ୍ଡ ଏହି ମ୍ୟାଚ୍ ହାରି ଯାଇଥାନ୍ତେ ତେବେ ସେମି ଫାଇନାଲ କୁ ଯିବା ପାଇଁ ସେମାନଙ୍କ ପାଇଁ ମଧ୍ୟ ବହୁତ କଷ୍ଟ ସାଧ୍ୟ ହୋଇଥାନ୍ତା ଏହି ମ୍ୟାଚ୍ ରେ ନ୍ୟୁଜ ଲ୍ୟାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରିଥିଲେ।

images 2023 11 05T211811.353

ଏବଂ ଦଳ ପଚାଶ ଓଭର ରେ ୬ ଟି ୱିକେଟ ହରାଇ ୪୦୧ ରନ ସଂଗ୍ରହ କରିଥିଲେ।ମ୍ୟାଚ୍ ରେ ଟସ୍ ଜିତିବା ପରେ ପାକିସ୍ତାନ ଦଳ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ।ଯାହା ଭୁଲ ବୋଲି ପ୍ରମାଣିତ ହୋଇଥିଲା। କିୱୀ ବ୍ୟାଟ୍ସମ୍ୟାନ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ନ୍ୟୁଜ ଲ୍ୟାଣ୍ଡ ଦଳ ପାଇଁ ବ୍ୟାଟିଂ କରି ରାଚିନ ରବୀନ୍ଦ୍ର ସର୍ବାଧିକ ୧୦୮ ରନ ଇନିଂସ ଖେଳିଥିଲେ।ତାଙ୍କ ଇନିଂସ ସମୟରେ ସେ ୧୫ ଟି ଚଉକା ଏବଂ ଗୋଟିଏ ଛକା ମାରିଥିଲେ।

images 2023 11 05T211820.619

ଏମାନଙ୍କ ବ୍ୟତୀତ kane Williamson ୯୫ ରନ ର ଏକ ଭଲ ଇନିଂସ ଖେଳିଥିଲେ।ପାକିସ୍ତାନ ଯେତେବେଳେ ୪୦୨ ରନ ର ପିଛା କରିଥିଲା ସେତେବେଳେ ସେମାନଙ୍କ ବହୁତ ଖରାପ ଆରମ୍ଭ ହୋଇଥିଲା। ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *