Picsart 23 11 05 18 46 30 065

ବର୍ଷାରେ ଖେଳି ମ୍ୟାଚ୍ ଜିତିବା ପରେ କାନ୍ଦିଲେ ବାବର,କହିଲେ ଏବେ ଟିମ୍ ଇଣ୍ଡିଆର ଭାଗ୍ୟ ଖରାପ

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିଶ୍ଵ କପ୍ ମ୍ୟାଚ୍ ରେ ନ୍ୟୁଜ ଲ୍ୟାଣ୍ଡ ଦଳ କୁ ପରାସ୍ତ କରି ସେମି ଫାଇନାଲ ରେ ପହଞ୍ଚିବା ମାତ୍ରେ ଅଧିନାୟକ ବାବର ଆଜମ ଭାରତ ବିଷୟରେ ଏପରି କିଛି କହିଥିଲେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସର୍ବ ଶେଷରେ ବାବର ଆଜମ ତାଙ୍କ ବିବୃତି ରେ ଯାହା କହିଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି।

images 2023 11 05T184057.984

ବିଶ୍ଵ କପ୍ ୨୦୨୩ ରେ ଏପରି କିଛି ଘଟଣା ଘଟିଛି ଯାହା କୁ କେଉଁ ମାନେ ବି ସ୍ବପ୍ନ ରେ ମଧ୍ୟ କଳ୍ପନା କରି ପାରିବେ ନାହିଁ।ଏହି ଟୁର୍ଣ୍ଣାମେଣ୍ଟେ ର ୩୫ ତମ ମ୍ୟାଚ୍ ପାକିସ୍ତାନ ଏବଂ ନ୍ୟୁଜ ଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିଲା।ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା।କିନ୍ତୁ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ୍ ଟି କର ବା ମର ପରିସ୍ଥିତି ଥିଲା।

images 2023 11 05T184051.568

କିନ୍ତୁ ଆପଣମାନେ ଜାଣିଥିବେ ଯେ ପାକିସ୍ତାନ ଦଳ ପ୍ରଥମ ରୁ ହିଁ ଭଲ ବ୍ୟାଟିଂ କରିଥାଇ ପାରେ କିନ୍ତୁ ଭାଗ୍ୟ ହେତୁ ଏହା ଏ ପର୍ଯ୍ୟନ୍ତ ସେମି ଫାଇନାଲ ଏବଂ ଫାଇନାଲ କୁ ଯିବା ପାଇଁ ଚେଷ୍ଟା କରୁଛି।ନ୍ୟୁଜ ଲ୍ୟାଣ୍ଡ ଦଳ ଏହି ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରିଥିଲେ।ପଚାଶ ଓଭର ଖେଳି ୬ ଟି ୱିକେଟ ହରାଇ ୪୦୧ ରନ ସଂଗ୍ରହ କରିଥିଲେ।ଏବଂ ଏହି ଲକ୍ଷ୍ୟ ପାକିସ୍ତାନ ଦଳ ପାଇଁ ବହୁତ କଷ୍ଟକର ଥିଲା।କିନ୍ତୁ ପାକିସ୍ତାନ ପକ୍ଷରୁ fakhar zaman ଏକ ସାଙ୍ଘାତିକ ପାରି ଖେଳିଥିଲେ।ସେ ୮୧ ବଲ ରେ ୧୨୬ ରନ ସଂଗ୍ରହ କରିଥିଲେ।

bloombergquint 2023 11 dc2cecfd 5ba0 453a 99e6 23f9d37fc7f4 F974WRda8AAZL6e

ଅଧିନାୟକ ବାବର ଆଜମ ମଧ୍ୟ ୬୩ ବଲ ରେ ୬୬ ରନ ହାସଲ କରିଥିଲେ।ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନ ଏହି ରନ କରିବା ବହୁତ କଷ୍ଟକର ଥିଲା କିନ୍ତୁ ବର୍ଷା ହେତୁ ପାକିସ୍ତାନ ପାଇଁ ଏହା ମ୍ୟାଚ୍ ଜିତିବାରେ ସୁବିଧା ହୋଇଛି।ବର୍ଷା ହେତୁ ମ୍ୟାଚ୍ ମଝିରେ ଦୁଇ ଥର ପାଇଁ ବନ୍ଦ ହୋଇଥିବା ପରେ ପାକିସ୍ତାନ ଏହି ମ୍ୟାଚ୍ କୁ ୨୧ ରନ ରେ ବିଜୟ ହାସଲ କରିଛି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *