Picsart 24 01 29 15 30 22 894

ମ୍ୟାଚ ହାରିବା ପରେ ଏହି ଖେଳାଳିଙ୍କୁ ଗାଳି ଦେଲେ ରୋହିତ,କୋହଲି କହିଲେ ମୁଁ ଥିଲେ ଏମିତି ହେଇ ନଥାନ୍ତା

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।୨୦୦ ରନ ଚେସ କରିବାରେ ବିଫଳ ହୋଇଛି ଟିମ୍ ଇଣ୍ଡିଆ।ହାଇଦ୍ରାବାଦ ରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ରେ ଟିମ୍ ଇଣ୍ଡିଆ ପରାସ୍ତ ହୋଇଛି।ଟିମ୍ ଇଣ୍ଡିଆ ଏବଂ ଟିମ୍ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦ ରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ର ଫାଷ୍ଟ ମ୍ୟାଚ୍ ଖେଳା ଯାଇଥିଲା।ହାଇଦ୍ରାବାଦ ଟେଷ୍ଟ ରେ ଟିମ୍ ଇଂଲଣ୍ଡ ର ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ।

images 2024 01 29T152322.386

ଟିମ୍ ଇଂଲଣ୍ଡ ଫାଷ୍ଟ ମ୍ୟାଚ୍ ରେ ବ୍ୟାଟିଂ କରି ୨୪୬ ରନ ସଂଗ୍ରହ କରିଥିଲେ।ଏହାପରେ ଟିମ୍ ଇଣ୍ଡିଆ ସେକେଣ୍ଡ ଇନିଂସ ରେ ୪୩୬ ରନ କରିଥିଲା।ଟିମ୍ ଇଣ୍ଡିଆ କୁ ୧୯୦ ରନ ର ଲିଡ୍ ମିଳିଥିଲା।ତୃତୀୟ ଇନିଂସ ରେ ଟିମ୍ ଇଂଲଣ୍ଡ ୪୨୦ ରନ ବନାଇବା ସହିତ ଟିମ୍ ଇଣ୍ଡିଆ କୁ ୨୩୧ ରନ ର ଟାର୍ଗେଟ ଦେଇଥିଲା।

images 2024 01 29T152252.019

ମ୍ୟାଚ୍ କୁ ଜିତିବା ପାଇଁ ଟିମ୍ ଇଣ୍ଡିଆ ଚାରି ନମ୍ବର ଇନିଂସ ରେ ୬୯.୨ ଓଭର ରେ ମାତ୍ର ୨୦୨ ରନ ରେ ପୁରା ଟିମ୍ ଅଲ୍ ଆଉଟ୍ ହୋଇଥିଲା।ଟିମ୍ ଇଣ୍ଡିଆ ଏହି ହାଇଦ୍ରାବାଦ ଟେଷ୍ଟ କୁ ୨୮ ରନ ରେ ପରାସ୍ତ ହୋଇ ସିରିଜ ରେ ୧-୦ ରେ ପଛରେ ଅଛି।ଏହି ପାଞ୍ଚୋଟି କାରଣ ପାଇଁ ଟିମ୍ ଇଣ୍ଡିଆ ହାରିଲା।ପ୍ରଥମ କାରଣ ହେଉଛି ସେକେଣ୍ଡ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ର ବ୍ୟାଟ୍ସମ୍ୟାନ ମାନେ ଖରାପ ପ୍ରଦର୍ଶନ କରି ଆଉଟ୍ ହୋଇଥିଲେ।

images 2024 01 29T152327.358

ଏଥିପାଇଁ ଅଧିକ ରନ ହୋଇ ପାରି ନଥିଲା।ଦ୍ୱିତୀୟ କାରଣ ହେଉଛି ତିନି ନମ୍ବର ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ର ସ୍ପିନର ଭୁଲ ଲାଇନ୍ ଲେନ୍ଥ ରେ ବହୁତ ସାରା ବଲ ଖାଇଥିଲେ।ଟିମ୍ ଇଣ୍ଡିଆ କ୍ୟା ଚ ନ ଧରିବାରୁ ଇଂଲଣ୍ଡ ଦଳ ଅଧିକ ରନ କରିଥିଲେ।ଟିମ୍ ଇଣ୍ଡିଆ ର ବ୍ୟାଟ୍ସମ୍ୟାନ ମାନେ ବଡ଼ ବଡ଼ ପାର୍ଟନର ସିପ କରି ପାରିନଥିଲେ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *